This browser does not support the video element.
ଜୁଜୁମୁରା: ମାରୱାଡ଼ି ବନ୍ଧ ନିକଟରେ ବାଇକ୍ କୁ ପଛପଟରୁ ଧକ୍କା ଦେଲା ବାଇକ , ୨ ଜଣ ଗୁରୁତର
Jujomura, Sambalpur | Sep 1, 2025
ମାରୱାଡ଼ି ବନ୍ଧ ନିକଟରେ ବାଇକ୍ କୁ ପଛପଟରୁ ଧକ୍କା ଦେଲା ବାଇକ , ୨ ଜଣ ଗୁରୁତର ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ମାରୱାଡ଼ି ବନ୍ଧ ନିକଟରେ ସୋମବାର ଅପରାହ୍ନରେ ବାଇକ କୁ ପଛପଟରୁ ଅନ୍ୟ ଏକ ବାଇକ୍ ଧକ୍କା ହୋଇଛି । ଫଳରେ ଦୁଇ ଜଣ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ସମାନ ଦିଗରେ ଦୁଇଟି ବାଇକ ଆଗପଛ ହୋଇ ଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ପଛପଟରୁ ଜୋରରେ ଧକ୍କା ଦେଇ ଫେରାର ହୋଇଯାଇଛି l