Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଓ ଦାନଗଦିର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯୋଗଦେଲେ ଅମଲା ସଂଘର କର୍ମଚାରୀ

Sukinda, Jajpur | Aug 25, 2025
ବିଭିନ୍ନ ଦାବୀ ନେଇ ସାରା ଓଡିଶା ସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଓ ଦାନଗଦି ତହସିଲ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅମଲା ସଂଘର କାର୍ଯ୍ୟରତ ସଦସ୍ୟ ମାନେ କଲମ ଚ୍ଛାଡ ଆନ୍ଦୋଳନ ଜାରି ରଖିଥିଲେ । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ 25 ତାରିଖ ସୋମବାର ଦିନ ସୁକିନ୍ଦାର ବିଭିନ୍ନ ସରକାରୀ ଅଫିସରେ ଅମଲା ସଂଘର କାର୍ଯ୍ୟରତ ସଦସ୍ୟ ମାନେ କାର୍ଯ୍ୟରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us