This browser does not support the video element.
ବଲାଙ୍ଗୀର: ତୁଷୁରା ଅଞ୍ଚଳରେ କୁକୁର ଆତଙ୍କ,ପାଗଳା କୁକୁର ଆକ୍ରମଣରେ ତିନିଜଣ ଗୁରୁତର
Balangir, Balangir | Aug 24, 2025
ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ କୁକୁର ଆତଙ୍କ | ପାଗଳା କୁକୁର ଆକ୍ରମଣରେ ତିନିଜଣ ଗୁରୁତର ହୋଇଛନ୍ତି | ଜଣେ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଆଜି ଅପରାହ୍ନ ୧ଟା ସମୟ ରେ ଭର୍ତି କରାଯାଇ ଥିବା ସୁଚନା ମିଳିଛି | ଦୁଇଜଣ ତୁଷୁରା ହସପିଟାଲରେ ଚିକିତ୍ସିତ ହେଉଛନ୍ତି | ଆଗରୁ ତୁଷୁରା ନିକଟସ୍ଥ ଚିଂଚେଡ଼ ଗାଁରେ କୁକୁର ଆକ୍ରମଣରେ ଦୁଇଜଣଙ୍କୁ ଜୀବନ ଯାଇଥିଲା | ଏବେ ତୁଷୁରାରେ କୁକୁର ଆକ୍ରମଣ ପରେ ଭୟଭୀତ ଲୋକେ