Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତ ସଲଗୁଡ଼ା ସେବାଶ୍ରମ ସ୍କୁଲ ର ପଞ୍ଚମ ଓ ଚତୁର୍ଥ ଶ୍ରେଣୀରେ 8 ଛାତ୍ର ଆଖିରେ ଫେବିକୁଇକ ପକାଇ ଅସୁସ୍ଥ

Phulabani Town, Kandhamal | Sep 12, 2025
ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ପଞ୍ଚାୟତ ସଲଗୁଡ଼ା ସେବାଶ୍ରମ ସ୍କୁଲ ର ପଞ୍ଚମ ଓ ଚତୁର୍ଥ ଶ୍ରେଣୀରେ 8 ଛାତ୍ର ଆଖିରେ ଫେବିକୁଇକ ପକାଇଲେ ସହପାଠୀ ଛାତ୍ର l ଘଟଣାଟି ଘଟିଛି ଗୁରୁବାର ରାତି 9 ଟା ସମୟରେ l ସମସ୍ତେ ଖାଇ ସୋଇଥିବାବେଳେ କିଛି ସହପାଠୀ ଛାତ୍ର ଶଶାଙ୍କ କହଁର,ଆରତ ମଲ୍ଲିକ,ଆୟୁଷ କହଁର, ହାଡିବନ୍ଧୁ ମଲ୍ଲିକ,ଅନୁଭବ କହଁର, ସମୀର କହଁର,ସମ୍ବିତ କହଁର ଓ ସମୀର କହଁର i ଏହି 8 ଛାତ୍ରଙ୍କ ଆଖିରେ ଫେବୀକୁଇକ ଲଗାଇଥିବା ଅଭିଯୋଗ ହୋଇଛି l ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଦା ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଥିବାବେଲେ 7 ଜଣ ଗୁରୁତରhoichan
Read More News
T & CPrivacy PolicyContact Us