Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ଗ୍ରାମ ରେ ଡ୍ରାଇଭର ମହାସଂଘର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Digapahandi, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କରପଡା ଗ୍ରାମ ରେ ଡ୍ରାଇଭର ମହାସଂଘର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବା ବେଳେ କରପଡା ଗାଁର ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଡ୍ରାଇଭର ମହାସଂଘର ସଦସ୍ଯ ମାନେ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ଡ୍ରାଇଭର ମହାସଂଘର ସଭାପତି ଦୁର୍ଗାପ୍ରସାଦ ଗୌଡ, ସମ୍ପାଦକ ସୁନିଲ ସ୍ଵାଇଁ,ସହ ସମ୍ପାଦକ ପ୍ରଫୁଲ ସେଠୀ,ଉପଦେଷ୍ଟା ପୁନିଆ ଲେଙ୍କା,କୋଷାଧ୍ୟକ୍ଷ କୃଷ୍ଣ ସେଠୀଙ୍କ ସମେତ ସମସ୍ତ ସଦସ୍ଯ ଯୋଗ ଦେଇଥିଲେ ।।।
Read More News
T & CPrivacy PolicyContact Us