Download Now Banner

This browser does not support the video element.

ନର୍ଲା: ଉଲିକୁପା ଗ୍ରାମରେ ଥିବା ଗଙ୍ଗା ଯମୁନା ପାଣି ପଂଚାୟତ ର ତମ୍ବା ତାର ଚୋରୀ ଘଟଣା ଆଜି ଥାନାରେ ଅଭିଯୋଗ କରିଛନ୍ତି ସଭାପତି

Narala, Kalahandi | Sep 7, 2025
ଗତ ଶନିବାର ରାତିରେ ଉଳୀକୁପା ଗ୍ରାମର ଗଙ୍ଗା ଯମୁନା ପାଣି ପଂଚାୟତ ର ପାଣି ମୋଟର ରେ ଲାଗିଥିବା ତମ୍ବା ତାର କୁ କେହି ଅଜଣା ଦୁର୍ବୃତ୍ତ ଚୋର ମାନେ ଆସି ଚୋରି କରି ନେଇଛନ୍ତି ସକାଳୁ ଆସି ଦେଖିଲା ବେଳକୁ ତମ୍ବା ତାର ପ୍ରାୟ ୪୦ ମିଟର ଚୋରି ହୋଇଥିଲା ଏ ନେଇ ଆଜି ରବିବାର ଦିନ ଅପରାହ୍ନ ଏକ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ସଭାପଟି ଶ୍ରୀଯୁକ୍ତ ରଣା
Read More News
T & CPrivacy PolicyContact Us