Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପଥ ସଂଚଳନ ଅନୁଷ୍ଠିତ

Naktideul, Sambalpur | Sep 29, 2025
ନାକଟିଦେଉଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପଥ ସଂଚଳନ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର 100ବର୍ଷ ପୂର୍ତ୍ତି ପାଳନ ଅବସରରେ ସମ୍ବଲପୁର ଜିଲ୍ ନାକଟିଦେଉଳ ବ୍ଲକ ସ୍ୱୟଂ ସେବକ ସଙ୍ଘ ଶାଖା ପକ୍ଷରୁ ସୋମବାର ସକାଳେ ପଥ ସଂଚଳନ ଅନୁଷ୍ଠିତ ହୋଇଯାଇଛି । ସ୍ବୟଂ ସେବକ ମାନେ ପୂର୍ଣ୍ଣ ଗଣ ବେଶରେ ସରାପାଲି ଶିବ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ନାକଟିଦେଉଳ ଶିବ ମନ୍ଦିର ଦେଇ ଜଗନ୍ନାଥପ୍ରସାଦ ପର୍ଯ୍ୟନ୍ତ ଯାଇଥିଲେ । ପଥ ସଂଚଳନ ସମୟରେ ଗାଁ ଲୋକେ ପୁଷ୍ପ ଦେଇ ସ୍ବାଗତ ଜଣାଇଥିଲେ । କାର୍ଯ୍ୟକ୍ରମରେ ‌ରାଷ୍ଟିୟ ସ୍ବୟଂ ସେବକ ସଂଘର ସଦସ୍ୟମାନେ ଯୋଗଦେଇଥିଲେ ।
Read More News
T & CPrivacy PolicyContact Us