This browser does not support the video element.
ଦିଗପହଣ୍ଡି: ସଦର ଥାନା ପୋଲିସ ପ୍ରଶାସନ ଦ୍ବାରା ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Digapahandi, Ganjam | Sep 28, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ସଦର ଥାନା ପୋଲିସ ପ୍ରଶାସନ ଦ୍ବାରା ଜଣେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକ ଜଣ ଚାକିରି ଦେବା ନାମରେ ବହୁ ଯୁବକଙ୍କ ଠାରୁ ବହୁ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରେ ଗିରଫ କରାଯାଇଛି । ଆଜି ଦିନ 11 ଘଣ୍ଟ ସମୟରେ କୋର୍ଟ ଚାଲାଣ କରାଯାଇଥିବାର ଖବର ମିଳିଛି ।