Download Now Banner

This browser does not support the video element.

ସୋର: ପବିତ୍ର ଦୁର୍ଗାପୂଜା ପାଇଁ ସୋର ପୌର ପାଳିକାରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

Soro, Balasore | Sep 27, 2025
ପବିତ୍ର ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ସୋର ପୁଲିସ ପକ୍ଷରୁ ପୌର ପାଳିକାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦେଶ କ୍ରମେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ, ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ସୋର ଥାନାର ସମସ୍ତ ପୁଲିସ ଅଧିକାରୀ ଏବଂ ୩ ପ୍ଲାଟୁନ ସିଆରପିଏଫ ଯବାନଙ୍କୁ ନେଇ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏହି ଫ୍ଲାଗମାର୍ଚ୍ଚ ସୋର ପୌରପାଳିକା ଆଶ୍ରମ ଛକରୁ ବାହାରି ବମ୍ଫି ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା।
Read More News
T & CPrivacy PolicyContact Us