Download Now Banner

This browser does not support the video element.

ଫୁଲବାଣୀ ସହର: ଦୁତିମେଣ୍ଡି ଠାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଗୁରୁତର

Phulabani Town, Kandhamal | Aug 31, 2025
୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଗୁରୁତର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ମଲ୍ଲିକ ସାହି ଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଗଣ୍ଡାପାଜୁର ମନୋଜ ବଗର୍ଷି ଓ କଲାଡିର ଦମ୍ପତି ରୁଦ୍ର ପ୍ରଧାନ ଏବଂ ମମତା ପ୍ରଧାନ ।
Read More News
T & CPrivacy PolicyContact Us