Download Now Banner

This browser does not support the video element.

ଫୁଲବାଣୀ ସହର: ବିଲାବାଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ

Phulabani Town, Kandhamal | Aug 23, 2025
ବିଲାବାଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ,ମୃତକ ହେଲେ ସୁଲତାନ ପ୍ରଧାନ ବୋଲି ସୂଚନା ମିଳିଅଛି. କ୍ଷିପ୍ର ଗତିରେ ଏକ ଗାଡି ଆସି ପିଟି ଦେବାରୁ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଅଛି.
Read More News
T & CPrivacy PolicyContact Us