Install App
khabr.malyabanta
This browser does not support the video element.
ମାଲକାନଗିରି: ମାଲକାନଗିରି ସୀମାନ୍ତ ଥୁଲଥୁଲି ଜଙ୍ଗଲରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିୟ, ୬ମାଓବାଦୀ ନିହତ
Malkangiri, Malkangiri | Sep 5, 2025
ମାଲକାନଗିରି ସୀମାନ୍ତ ଥୁଲଥୁଲି ଜଙ୍ଗଲରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।ପୋଲିସର ଏନକାଉଣ୍ଟର ରେ ୬ ଜଣ ମାଓବାଦୀ ନିହତ ।ଦନ୍ତେୱାଡା, ବିଜାପୁର ଏବଂ ନାରାୟଣପୁର ଜିଲ୍ଲାର STF DRG ଜବାନ ଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।ଏବେବି ଗୁଳିବିନିମୟ ଜାରି ରହିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!