Download Now Banner

This browser does not support the video element.

ନୂଆପଡା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ ଙ୍କ ତାଲିମ ଶିବିର

Nuapada, Nuapada | Aug 22, 2025
ଆଜି ଦିନ ସାଢେ ଦୁଇଟା ରୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ସମ୍ମିଳନୀ କକ୍ଷରେ ପ୍ୟାନେଲ ଓକିଲ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଧିକରଣ ର ସଚିବ ନବନିତା ଦାସ କର୍ମ କ୍ଷେତ୍ର ରେ ମହିଳା ଙ୍କୁ ଯୌନ ଉତ୍ପୀଡନ ମହିଳା କୋର୍ଟ ର ଜଜ୍ ସରୋଜିନୀ ସାହୁ କିଶୋର ନ୍ୟାୟ ଓ ପ୍ରାଧିକରଣ ର ସଦସ୍ୟ ଅଧିବକ୍ତା ତ୍ରିଲୋକ ସୋନି ବିଭିନ୍ନ ଫୌଜଦାରୀ ମାମଲା କୁ ନେଇ ତାଲିମ ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us