This browser does not support the video element.
ସୋନପୁର: ଭାଲୁ ଆକ୍ରମଣରେ ଗୁହିରାପାଲି ଗାଁର ଜଣେ ବ୍ୟକ୍ତି ଗୁରୁତର ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି।
Sonapur, Subarnapur (Sonepur) | Aug 31, 2025
ଭାଲୁ ଆକ୍ରମଣରେ ଗୁହିରାପାଲି ଗାଁର ଜଣେ ବ୍ୟକ୍ତି ଗୁରୁତର ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି। ସୁଚନା ଅନୁସାରେ ଆଜି ଭୋର ସକାଳୁ ବୋୖଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଗୁହିରାପାଲି ଗାଁର ମେଟା ଗୁରୁ ନାମକ ଜଣେ ୩୫ ବର୍ଷିୟ ଯୁବକ ତାଙ୍କ ବିଲକୁ ଯାଇଥିବା ବେଳେ।ଆଚାନକ ଏକ ଭାଲୁ ଉକ୍ତ ଯୁବକଙ୍କୁ କାମୁଡି ଦେଇଥିଲା।କୌଶଳ କ୍ରମେ ଘଟଣା ସ୍ଥଳରୁ ଭାଲୁ କବଳରୁ ମୁକୁଳି ଘରକୁ ଆସିଥିଲେ ପରିବାର ଲୋକେ ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନା କୁ ଆଣି ଭର୍ତ୍ତି କରିଥିଲେ ।ଏବେ ସେ ସଦର ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା