This browser does not support the video element.
ଧର୍ମଶାଳା: ଧର୍ମଶାଳାରେ ଜଳସମ୍ପଦ ବିଭାଗ ହାଇଲେଭଲ କେନାଲର କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ହିମାଂଶୁ ଶେଖର ସାହୁ
Dharmasala, Jajpur | Sep 1, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ଠାରେ ଜଳସମ୍ପଦ ବିଭାଗ, ହାଇଲେଭଲ କେନାଲର ଚଉଦ ନଂ ବିତରକ କେନାଲର ପୁନଃରୁଦ୍ଧାର କାର୍ଯ୍ୟରଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ହିମାଂଶୁ ଶେଖର ସାହୁ । ସୂଚନା ମୁତାବକ ସୋମବାର ଦିବା 1 ଘଟିକା ସମୟରେ ଧର୍ମଶାଳା ଠାରେ ଜଳସମ୍ପଦ ବିଭାଗ, ହାଇଲେଭଲ କେନାଲର ଚଉଦ ନଂ ବିତରକ କେନାଲର ପୁନଃରୁଦ୍ଧାର କାର୍ଯ୍ୟରଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ହିମାଂଶୁ ଶେଖର ସାହୁ ।