Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ପାୱାର ହାଉସ ରୋଡରୁ ଫେରାର ଅଭିଯୁକ୍ତ ଉଦିତନଗର ପୋଲିସ ଦ୍ବାରା ଗିରଫ

Raurkela M, Sundargarh | Aug 31, 2024
ପାୱାର ହାଉସ୍ ରୋଡ୍‌ର ଫେରାର ଅଭିଯୁକ୍ତ ଉଦିତନଗର ପୁଲିସ ଦ୍ବାରା ଗରିଫ ପ୍ରାୟ ବର୍ଷେ ହେଲା ଫେରାର ଥିବା ଅଭିଯୁକ୍ତକୁ ଉଦିତନଗର ପୁଲିସ ଗିରଫକରି ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛି ପାୱାର ହାଉସ୍ ରୋଡ୍‌ର ନୀରଜ ଅଗ୍ରୱାଲ(୨୬)ବର୍ଷ। ପୁଲିସ ସୂଚନାଅନୁସାରେ, ବର୍ଷକ ପୂର୍ବେ ଅଭିଯୁକ୍ତ ଛେଣ୍ଡ୍ ପୁଲିସ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ପ୍ରେମ ସଂପର୍କ ସ୍ଥାପନ କରିଥିଲା। ପରେ ଯୁବତୀଙ୍କୁ ମାଡ଼ପିଟ ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତିକରି କୋର୍ଟଚାଲାଣ କରିଥିଲା ।
Read More News
T & CPrivacy PolicyContact Us