Install App
jsdaanesh
This browser does not support the video element.
ଜଳେଶ୍ବର: ରାଜଘାଟ ଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଏବେ ବି ଅନେକ ଗାଁ ଜଳମଗ୍ନ
Jaleswar, Balasore | Aug 27, 2025
ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଏବେ ବି ଅନେକ ଗାଁ ଜଳମଗ୍ନ ଜଳସ୍ତର,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟ ଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର l ଫଳରେ ରେ ଏବେବି ଅନେକ ଜଳମଗ୍ନ ହେବା ସହିତ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଥିବା ଦେଖିବାକୁ ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!