Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବିଭିନ୍ନ ଦୋକାନ ରୁ ଗୁଟୁଖା ଜବତ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Sep 5, 2025
ସାରା ରାଜ୍ୟରେ ବ୍ୟାପକ ଗୁଟୁଖା ବ୍ୟବସାୟ ଚାଲିଥିବା ବେଳେ ଅନେକ ସ୍ଥାନରେ ପୋଲିସ ଚଢ଼ାଉ କରି ଜବତ କରୁଥିବା ଦେଖିବାକୁ ମିଳୁଛି । ବେଗୁନିଆପଡା ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରିଥିଲା । ମୁଣ୍ଡୁଳା ଗ୍ରାମର ସୁରେଶ ପୃଷ୍ଟିଙ୍କ ପୁଅ ରବୀନ୍ଦ୍ର ପୃଷ୍ଟି ଙ୍କ ଦୋକାନ ରେ ଚଢ଼ାଉ କରି ସଫଳ ନଅ ପ୍ୟାକେଟ, ବିମଳ ଆଠ ପ୍ୟାକେଟ, କେ ନାଇନ ମା୍ୱା ମସଲା ନଅ ପ୍ୟାକେଟ, ସନ ବ୍ରାଣ୍ଡ ଖଇନି 2 ପ୍ୟାକେଟ ଜବତ କରିଛି । ସେହିପରି ଚନ୍ଦନପୁର ଗ୍ରାମର ଗୁରୁ ମାଲୁ ଙ୍କ ପୁଅ ସୂର୍ଯ୍ୟ ନାରାୟଣ ମାଲୁଙ୍କ ଦୋକାନ ରେ ଚଢ଼ାଉ କରି ଗୁଟୁଖା ଜବତ କରିବାରେ ସଫଳ ହୋଇଛି ପୋଲିସ ।
Read More News
T & CPrivacy PolicyContact Us