Download Now Banner

This browser does not support the video element.

ବୋଲଗଡ: ଟାଙ୍ଗିସାହି ଗ୍ରାମରେ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ଥାନୀୟ ବିଧାୟକ

Bolagad, Khordha | Sep 29, 2025
ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ପଞ୍ଚାୟତ ଅଧିନସ୍ଥ ଟାଙ୍ଗିସାହି ଗ୍ରାମର ମା' ଶିଖରବାସିନୀ ନାଟ୍ୟ କମିଟି ର ଯୁବ କଳାକାର ମାନଙ୍କ ଦ୍ବାରା ଆୟୋଜିତ ସଂସ୍କୃତିକ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ। ସମସ୍ତ ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଜଣାଇଥିଲେ ।
Read More News
T & CPrivacy PolicyContact Us