Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: କୁଡାସାହି ଗ୍ରାମ ଜଙ୍ଗଲରେ ଚଳାଇଥିବା ଦେଶି ମହୁଲି ମଦ ତିଆରି ଆଡାରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ୩୫୦କେଜି ମହୁଲ ପୋଚକୁ ନଷ୍ଟ
Baudh Sadar, Boudh (Bauda) | Aug 23, 2025
ଆଜି ରାତ୍ରୀ ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ କୁଡା ସାହି ଗ୍ରାମର ଜଙ୍ଗଲରେ ଦେଶି ମଦ ତିଆରି ଚାଲିଥିବା ନେଇ ଖବର ପାଇ l ଆଜି ଅପରାହ୍ନ ପାଖାପାଖି ୪.୨୦ମିନିଟ ସମୟରେ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆଶାମୀ ମାନେ ଘଟଣା ସ୍ତଳରୁ ଛାଡି ପଳାଇଯାଇଥିବା ବେଳେ ୩୫୦କେଜି ମହୁଲ ପୋଚକକୁ ଜବତ କରିଥିଲା l ଏନେଇ ୯୮/୨୫-୨୬ରେ ମାମଲା ରୁଜୁ
Share
Read More News
T & C
Privacy Policy
Contact Us
Your browser does not support JavaScript!