Download Now Banner

This browser does not support the video element.

ଅତାବିରା: ଅତାବିରା ବାଳକ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଖେଳାଳୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Attabira, Bargarh (Baragarh) | Aug 25, 2025
ଅତାବିରା ବାଳକ ହାଇସ୍କୁଲ ଖେଳପଡିଆରେ ବ୍ଲକସ୍ତରୀୟ ଭଲିବଲ ଖେଳାଳୀ ଚୟନ କା ଆଜି ସୋମବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବରଗଡ ଜିଲା ଅଧିନ ଅତାବିରା ବାଳକ ହାଇସ୍କୁଲ ଖେଳପଡିଆରେ ବ୍ଲକ ସ୍ତରୀୟ ଭଲିବଲ ଖେଳାଳୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ,ବ୍ଲକ କ୍ରିଡା ସମ୍ପାଦକ ସୁଦିପ୍ତ କୁମାର ସାହୁ, ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ହରପାଲ ଯୋଗଦେଇଥିଲେ |ଅତାବିରା ବ୍ଲକର ୧୭ ବୟସରୁ କମ୍ ବୟସର ଛାତ୍ରମାନେ ଯୋଗ ଦେଇଥିଲେ |
Read More News
T & CPrivacy PolicyContact Us