This browser does not support the video element.
ରେଙ୍ଗାଲି: ରେଙ୍ଗାଲି ର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ ଲାଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
Rengali, Sambalpur | Oct 12, 2024
ରେଙ୍ଗାଲି ର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ ଲାଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଆଜି ନିଜର ସମ୍ବଲପୁର ଗସ୍ତ ପରିପେକ୍ଷୀ ରେ ଝାରସୁଗୁଡା ବିମାନବନ୍ଦର ରୁ ସମ୍ବଲପୁର ଆସିବା ବେଳେ ସନ୍ଧ୍ୟା 6 ଟା 30 ମିନିଟ ସମୟରେ ରେଙ୍ଗାଲି ଠାରେ କେନ୍ଦ୍ରମନ୍ତ୍ରୀ ରେଙ୍ଗାଲିର ବିଭିନ୍ନ ପୂଜା ମଣ୍ଡପ କୁ ପରିଦର୍ଶନ କରିଥିଲେ l ଏହି ଅବସରରେ ରେଙ୍ଗାଲି ର ବିଭିନ୍ନ ପୂଜା କମିଟି ଓ ରେଙ୍ଗାଲି ବିଜେପିର ପ୍ରତିନିଧି ଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l