Install App
rathuram234
This browser does not support the video element.
ସଦର: କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ସାଂଗଠାନିକ କାର୍ଯ୍ୟ ଓ କୃଷକ ଭାଇମାନଙ୍କର ସମସ୍ୟା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଲୋଚନା
Sadar, Kalahandi | Sep 7, 2025
ଆଜି କଳାହାଣ୍ଡି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ସାଂଗଠାନିକ କାର୍ଯ୍ୟ ଏବଂ ଜିଲ୍ଲାର କୃଷକ ଭାଇମାନଙ୍କର ସମସ୍ୟା ସହିତ ସେମାନଙ୍କର ସମାଧାନମୂଳକ ପଦକ୍ଷେପ ବିଷୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ଆଲୋଚନା କରାଯାଇଥିଲା l କୃଷକଙ୍କ ସୁରକ୍ଷା, ସେମାନଙ୍କର ଅଧିକାର ଦେବା ସହ ଡବଳ ଇଞ୍ଜିନ ସରକାର ର ଲୋକାଭିମୁଖୀ ଯୋଜନାମାନଙ୍କୁ ତୃଣମୂଳ ସ୍ତରରେ ଚାଷୀ ଭାଇ ମାନଙ୍କ ପାଖରେ ପହଞ୍ଚାଇବା ହେଉଛି କୃଷକ ମୋର୍ଚ୍ଚା ର ମୂଳ ଲକ୍ଷ୍ୟ ବୋଲି ସଭାପତି କହିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!