This browser does not support the video element.
ଡାବୁଗାଁ: ଲଦି ଗ୍ରାମରେ ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ତରଫରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Dabugan, Nabarangpur | Sep 10, 2025
ଲୋଦି ଠାରେ ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ଓ ସ୍ଵାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ଆନୁକୁଲ୍ୟରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।ଏହି ଶିବିର ରେ ଡାକ୍ତର ବଦ୍ରି ପ୍ରସାଦ ନାୟକ ୧୫୩ ଜଣ ରୋଗୀ ଙ୍କୁ ଚିକିତ୍ସା କରି ଔଷଧ ବଣ୍ଟନ କରିଥିଲେ।ନବରଙ୍ଗପୁର ଵନଖଣ୍ଡ ଅଧିକାରୀ ଶ୍ରୀମତୀ କିରଣ ବାଲା ସାମନ୍ତରାୟ ଯୋଗଦାନ କରି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ ।ଶିବିର କୁ ରେଞ୍ଜ ଅଧିକାରୀ ସନ୍ତୋଷ କୁମାର ସୁନାନୀ, ଫରେଷ୍ଟର ଅମିତ୍ ଅଧିକାରୀ,ଡିସେମ୍ବର ମୁଦୁଲି,ମଧୁସ୍ମିତା ତୁରୁକ୍,ଫରେଷ୍ଟ ଗାର୍ଡ ଦେବବ୍ରତ ନାୟକ ଓ ସ୍ୱର୍ନପ୍ରଭା ସାହୁ ସହଯୋଗ କରିଥିଲେ ।