This browser does not support the video element.
ଲକ୍ଷ୍ମୀପୁର: କୋଡ଼ିଙ୍ଗାମାଳୀ ଖଣି ଖାଦାନକୁ ନେଇ ରାଜ୍ୟପାଳଙ୍କ ସହ ସୁନାବେଡା ଠାରେ ସାକ୍ଷାତ କଲେ ଲକ୍ଷ୍ମୀପୁର ବିଧାୟକ
Lakshmipur, Koraput | Sep 9, 2025
ରାଜ୍ୟ ସରକାର ଉଦ୍ଧେଶ୍ୟ ମୂଳକ ଭାବେ କୋଡ଼ିଙ୍ଗାମାଳୀ ଖଣି ଖାଦାନ ଠାରୁ ବାର୍ଷିକ 3 ମିଲିଅନ ଟନ ରୁ ବୃଦ୍ଧି କରି 6 ମିଲିଅନ ଟନ କୁ ଘୋଷଣା କରିବା ପରେ ଦଳମତ ନିର୍ବିଶେଷରେ ଅଞ୍ଚଳର ଜନନେତା, ବୁଦ୍ଧିଜୀବୀ, ପ୍ରଭାବିତ ହେଉଥିବା ଅଞ୍ଚଳର ଜନସାଧାରଣ, କଂସାରୀଗୁଡ଼ା ଠାରେ କାରଖାନା ପ୍ରତିଷ୍ଠା ଓ ସ୍ଥାନୀୟ ନିଯୁକ୍ତି ଦାବିରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ ମାନ୍ୟବର ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରଦାନ କରିଥିବା ଦିନ ୧ଟେ ସମୟରେ ଦେଖିବାକୁ ମିଳିଛି।