Download Now Banner

This browser does not support the video element.

ନୂଆପଡା: ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ରେ ସଫେଇ କର୍ମଚାରୀ ଙ୍କ ସ୍ବାସ୍ଥ୍ୟ ଶିବିର

Nuapada, Nuapada | Aug 30, 2025
ଆସନ୍ତା କାଲି ହେଉଛି ସ୍ୱାୟତ୍ତ ଶାସନ ଦିବସ ଏହି ଦିବସ ର ଅବ୍ୟାହତି ପୂର୍ବରୁ ଆଜି ଦିନ ଦଶଟା ରୁ ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟଳୟ ରେ ସଫେଇ କର୍ମଚାରୀ ଙ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର ରେ ଖରୀଆର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଓ ଅନ୍ୟ କର୍ମଚାରୀ ଯୋଗଦେଇଥିଲେ।ଏହି ଅବସରରେ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଡ଼ ସୋନିଆ ଜୈନ ନିର୍ବାହୀ ଅଧିକାରୀ କମାଲାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us