Download Now Banner

This browser does not support the video element.

ବାଙ୍ଗିରିପୋଷି: ବାରକୁଲି ଗ୍ରାମରେ ଜନ ସାଧାରଣ ଅଭିଯାଗ ଶୁଣିଲେ ବିଧାୟିକା

Bangiriposi, Mayurbhanj | Jul 15, 2025
ବାଙ୍ଗିରିପୋଷି  ନିର୍ବାଚନ ମଣ୍ଡଳୀ ଅଧୀନ  କୁଳିଅଣା ବ୍ଲକ ର  ବାରକୁଲିଗ୍ରାମରେ  ଶ୍ରୀ ଶ୍ରୀ ବୃନ୍ଦାବନ ଜୀଉ ମନ୍ଦିର ପ୍ରଗଣରେ ଦିବା 4 ଘଟିକା ସମୟରେ  ଜନ ସାଧାରଣ ଅଭିଯାଗ ଶୁଣିଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜ ଲି ମୁର୍ମୁ।ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହିତ   ତୁରନ୍ତ କିପରି  ଏହା ସମାଧାନ କରାଯିବ ସେ ନେଇ ଅଧିକାରୀ ଙ୍କ ସହିତ ଆଲୋଚନା କଲେ ବିଧାୟିକା।
Read More News
T & CPrivacy PolicyContact Us