This browser does not support the video element.
ବଲାଙ୍ଗୀର: ମିଶନ ଶକ୍ତି ଭବନରେ POSH Act - ୨୦୧୩ ବିଷୟରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ
Balangir, Balangir | Sep 11, 2025
ବଲାଙ୍ଗୀର ମିଶନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ପ୍ରଶାସନଙ୍କ ଆୟୋଜନରେ ଏକଦିନିଆ କର୍ମଶାଳା ଆଜି ଅପରାହ୍ନ ୨ଟା ସମୟ ରେ ଅନୁଷ୍ଠିତ ହୋୟୀ ଥିଲା । ଏହି କାର୍ଯ୍ୟକ୍ରମରେ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନରୁ କିପରି ସୁରକ୍ଷା ଦିଆଯାଉ, POSH Act-2013 ର ନିୟମ, ଓ ଅଭିଯୋଗ କମିଟିର କାମ ସମ୍ପର୍କରେ ଆଲୋଚନା କରାଯାୟୀ ଥିଲା । ବିଭିନ୍ନ ବ୍ଲକ ଓ କାର୍ଯ୍ୟାଳୟର LCC/ICC ସଦସ୍ୟମାନେ ଯୋଗଦେଇଥିଲେ । DC Hub ସରୋଜ ନାଏକ Portal ବିଷୟରେ କହିଥିଲେ । କାର୍ଯ୍ୟକ୍ରମ ଶେଷରେ DPC ଶିବାନୀ ଠାକୁର ଧନ୍ୟବାଦ ଜ୍ଞାପନ କରିଥିଲେ