Download Now Banner

This browser does not support the video element.

କବିସୂର୍ଯ୍ୟନଗର: ମାରିଡ଼ିପଲି ରେ ଯୁବକ ଙ୍କୁ ଆକ୍ରମଣ

Kabisuryanagar, Ganjam | Aug 23, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଳୀ ମେଘି ପଂଚାୟତ ଅନ୍ତର୍ଗତ ମାରିଡ଼ିପଲି ରେ ଜଣେ ଯୁବକ ଙ୍କୁ ଶନିବାର ଦିନ ଆକ୍ରମଣ ଅଭିଯୋଗ ହୋଇଛି । ଏହି ଗ୍ରାମର କୁନା ଗୌଡ଼ ଙ୍କୁ ଆକ୍ରମଣ ଫଳରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ପେଟରେ ଆଘାତ ଲାଗିଛି । ତାଙ୍କୁ କୋଦଳା ମେଡିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ରାତ୍ର 10 ଘଣ୍ଟ ସମୟରେ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us