This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଂଚଳର ବିଭିନ୍ନ ମକା ଫସଲ ବୁଲି ଅନୁଧ୍ୟାନ କରିଲେ କୃଷି ବିଭାଗ ର ଅଧିକାରୀ ମାନେ ।
Bhanjanagar, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଂଚଳର ବିଭିନ୍ନ ମକା ଫସଲ ବୁଲି ଅନୁଧ୍ୟାନ କରିଲେ କୃଷି ବିଭାଗ ର ଅଧିକାରୀ ମାନେ । କୃଷି ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଜଗନ୍ନାଥପ୍ରସାଦ ବ୍ଳକ ର ବହୁ ମକା ଫସଲ ବୁଲି ଅନୁଧ୍ୟାନ କରିବା ସହ ମୁଖ୍ୟମନ୍ତ୍ରୀ ମକା ମିଶନର ଅଗ୍ରଗତିର ସମୀକ୍ଷା କରିବା ସହ ମକା ଓ ମିଠା ମକା ଚାଷ ର ଉନ୍ନତ କରଣ ଉପରେ ଆଲୋକପାତ କରିଥିଲେ । ଏଥିସହ ମକାର ମୁଲ୍ୟ ବୃଦ୍ଧି ସହ ମକା ଚାଷୀ ମାନେ କିଭଳି ଭାବରେ ଲାଭଦାୟକ ହୋଇ ପାରିବେ ସେ ଉପରେ ମକା ଚାଷୀଙ୍କ ସହ ଆଲୋକପାତ କରିଥିଲେ କୃଷି ଅଧିକାରୀ ମାନେ । ଏହା ଆଜି ଦିନ 11 ଘଣ୍ଟ ସମୟରେ ହୋଇଥିବାର ଖବର ମିଳିଛି ।