This browser does not support the video element.
ବଲାଙ୍ଗୀର: ଦେଓଗାଁ ରେଲୱେ ଟ୍ରାକ୍ ରେ ଉଦ୍ଧାର ଅଜଣା ଗୁଗୁରୁତର ବ୍ୟକ୍ତିଙ୍କ ଭୀମଭୋଇ ମେଡ଼ିକାଲ୍ ରେ ମୃତ୍ୟୁ
Balangir, Balangir | Aug 25, 2025
ଦେଓଗାଁ ରେଲୱେ ଟ୍ରାକ୍ ରେ ଉଦ୍ଧାର ଅଜଣା ଗୁଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ ଦେଓଗାଁ ରେଲୱେ ଟ୍ରାକ୍ ନିକଟରେ ଜଣେ ଅଜଣା ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ପାଇଁ ସ୍ଥାନୀୟ ଲୋକେ ଦେଖି ଥିଲେ ଓ ରେଳୱେ ପୋଲିସ କୁ ସୁଚନା ଦେଇ ଥିଲେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ପୋଲିସ ସ୍ଥଳରୁ ସବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ଘଟଣାସମ୍ପର୍କୀୟ ତଦନ୍ତ ଜାରି ରହିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।