Download Now Banner

This browser does not support the video element.

ସଦର: ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ଅରେଞ୍ଜ

Sadar, Kalahandi | Aug 26, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30ମିନିଟ ପର୍ଯ୍ୟନ୍ତ ଅରେଞ୍ଜ ୟାର୍ଣ୍ଣି ଜାରୀ କରାଯିବା ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା,ଘଡ଼ଘଡ଼ି ଏବଂ ପବନ 30 ରୁ 40 କିଲୋମିଟର ନେଇ ସତର୍କତା ଜାରି କରାଯାଇଛି
Read More News
T & CPrivacy PolicyContact Us