Download Now Banner

This browser does not support the video element.

ଛତ୍ରପୁର: ବିଦ୍ୟୁତ ଆଘାତରେ ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ ରାଓଙ୍କ ପୁଅଙ୍କ ମୃତ୍ୟୁ, ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପହଞ୍ଚିଲେ ବିଧାୟକ

Chhatrapur, Ganjam | Sep 3, 2025
ବିଦ୍ୟୁତ ଆଘାତରେ ପୂର୍ବତନ କର୍ପୋରେଟର ବି ଶ୍ରୀନିବାସ ରାଓଙ୍କ ପୁଅ ଙ୍କ ଦେହାନ୍ତ ଘଟିଛି। ବ୍ରହ୍ମପୁର ୩୩ ନମ୍ବର ଓ୍ବାର୍ଡର ପୂର୍ବତନ କର୍ପୋରେଟର ଶ୍ରୀ ନିବାସ ରାଓଙ୍କ ପୁଅ ବି ଜ୍ଯୋତିକଂ ଦେହାନ୍ତ ଖବର ପାଇ ବୁଧବାର ପୂର୍ବାହ୍ନରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପହଞ୍ଚି ଥିଲେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି।
Read More News
T & CPrivacy PolicyContact Us