Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ପାନ ଦୋକାନରେ ବେଆଇନ ଭାବେ ଗଞ୍ଜେି ବିକ୍ରି କରୁଥିବା ଅଭିଯୋଗରେ ଟାଙ୍ଗୀ ପୁଲିସ ମାଧପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ଗିରଫ କରିଛି
Cuttack M Corp PS, Cuttack | Sep 12, 2025
ପାନ ଦୋକାନରେ ବେଆଇନ ଭାବେ ଗଞ୍ଜେି ବିକ୍ରି କରୁଥିବା ଅଭିଯୋଗରେ ଟାଙ୍ଗୀ ପୁଲିସ ମାଧପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ତପନ ବେହେରା(୫୭)। ତାଙ୍କ ନିକଟରୁ ୧ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!