This browser does not support the video element.
ତେଲକୋଇ: ତେଲକୋଇ ଆଦିବାସି ଅଞ୍ଚଳର ଶ୍ରମିକ ବିପଦପୂର୍ଣ୍ଣ ଅବସ୍ଥାରେ ମାଲ ପରିବହନ ଗାଡ଼ିରେ ନିର୍ମାଣ ସ୍ଥଳକୁ ଯାତ୍ରା
Telkoi, Kendujhar | Aug 30, 2025
ବିପଦପୂର୍ଣ୍ଣ ଅସମ୍ପୁର୍ଣ୍ଣ ପୂର୍ତ୍ତ ବିଭାଗର ମରଣଯନ୍ତା ରାସ୍ତାରେ ଶ୍ରମିକଙ୍କୁ ଠିକାସସ୍ଥାମାନେ , ଯାତ୍ରୀ ବାହି ଗାଡ଼ି ପରିବର୍ତ୍ତେ ମାଲ ବାହି ପରିବହନ ଗାଡ଼ିରେ ଅତି ଦୟନିୟ ଅବସ୍ଥାରେ ନେବା ଆଣିବା କରୁଛନ୍ତି । ଯାହାକି ନିରିହ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ । କେତେ ବେଳେ ଯେ ଅଘଟଣ ଘଟିପାରେ . ଅଘଟଣ ଘଟିଲେ ଦାୟୀ କିଏ ? ପ୍ରସାସନ କୁ ଆଖିଠାର ମାରୀ ଠିକା ସସ୍ଥା ମାନେ ଅତି ଦୟନିୟ ଅବସ୍ଥାରେ ଠିକାସସ୍ଥା ମାନେ ନିତିଦିନ ନେବା ଆଣିବା କରୁଛନ୍ତି ଶ୍ରମିକଙ୍କୁ | ପ୍ରସାସନ ଦୃଷ୍ଟିଦେବାକୁ ବୁଦ୍ଧିଯିବି ମହତରେ ଉଦେଶ ପ୍ରକାଶ ପାଇଛି । ଆଜି ଅପରାହ୍ନ ୫ଟା ସମୟର