This browser does not support the video element.
ଫୁଲବାଣୀ ସହର: ଫୁଲବାଣି ଠାରେ ଚାହା ଦୋକାନୀ ପୁଅ ପାଇଲେ OAS, ମତାମତ ରଖିଛନ୍ତି ଶ୍ରୀନିବାସ ଷଢଙ୍ଗି
Phulabani Town, Kandhamal | Sep 30, 2025
ଚାହା ଦୋକାନୀ ପୁଅ ପାଇଲେ OAS | ଆଙ୍କର - କନ୍ଧମାଳ ଜିଲ୍ଲା ଫୁଲବାଣୀର ଶ୍ରୀନିବାସ ଷଡ଼ଙ୍ଗୀ OAS ରେ ରଖିଛନ୍ତି ୭୩ ରାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ବାପା ଅଜିତ କୁମାର ଷଡଙ୍ଗୀ ଫୁଲବାଣୀ ର ମାଷ୍ଟର ପଡ଼ା ରେ ରୁହନ୍ତି l ଗୋଟଏ ଛୋଟ ଚାହା ଦୋକାନ କରି ନିଜ ପରିବାର ପୋଷନ୍ତି l ଅହି ପୁଅ OAS ପାଇଥିବା ଯୋଗୁଁ ବାପାର ସ୍ୱପ୍ନ ପୂର୍ଣ୍ଣ ହୋଇଛି ବୋଲି କହିଛନ୍ତି l ପୁଅ ଶ୍ରୀନିବାଶ ବର୍ତ୍ତମାନ ଆକାଶ ଏୟାର ଲାଇନସ୍ ରେ କ୍ୟାବିନ କ୍ରୂ ଭାବେ ଗତ ତିନି ବର୍ଷ ଧରି କାମ କରିଥିବା ବେଳେ ବାଙ୍ଗାଲୋର ରେ ରହୁଛନ୍ତି। ଏହି ସଫଳତା