Download Now Banner

This browser does not support the video element.

ମାଲକାନଗିରି: ମୁଦୁଲିପଡ଼ା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରି ବିକାଶ ଓ ଆଦିମ ଜନଜାତିଙ୍କ ଉନ୍ନତି ନେଇ ରାଜ୍ୟପାଳଙ୍କ ଗୁରୁତ୍ବାରୋପ

Malkangiri, Malkangiri | Sep 10, 2025
ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ବୁଧବାର ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି।ଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇ ଫୁଲମାଳ ଦେଇ ପବିତ୍ର ସୀତାକୁଣ୍ଡ ଓ ଶ୍ରୀ ରାମମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
Read More News
T & CPrivacy PolicyContact Us