Download Now Banner

This browser does not support the video element.

ନର୍ଲା: ରାଜ୍ୟ ସରକାର ନର୍ଲା କୁ NAC ମାନ୍ୟତା ଘୋଷଣା ଅଞ୍ଚଳରେ ଖୁସିର ଲହରୀ ସାଧାରଣରେ ପ୍ରତିକ୍ରିୟା

Narala, Kalahandi | Aug 31, 2025
ଆଜି ରବିବାର ଦିନ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲା ର ନର୍ଲା କୁ NAC ମାନ୍ୟତା ପ୍ରଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏ ନେଇ ଆଜି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ସାଧାରଣରେ ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us