Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମାଳତୀପାଟ ପୁର ବସ ରେ ପଯ୍ୟଟକ ପାଇଁ ନାହିଁ ମୌଳିକ ସୁବିଧା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l

Puri M, Puri | Sep 8, 2025
ମାଳତୀପାଟ ପୁର ବସଷ୍ଟାଣ୍ଡ ରେ ପଙ୍ଖା କାମ କରୁନାହିଁ କି ଖାଇବା ପିଇବା ପାଇଁ କୌଣସି ଦୋକାନ କାଯ୍ୟ କରୁ ନାହିଁ l ପଯ୍ୟଟକ ସେହି ସ୍ଥାନକୁ ଆସି ପୁରୀ କୁ ଆସୁଛନ୍ତି l ହେଲେ ବସଷ୍ଟାଣ୍ଡ ଭିତର ହାଲତ ପୁରା ଖରାପ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି l
Read More News
T & CPrivacy PolicyContact Us