Download Now Banner

This browser does not support the video element.

ମାଲକାନଗିରି: ଡୁଡାମେଟା ଧାନ ମଣ୍ଡିରେ ବିଜେପି ପକ୍ଷରୁ ନୂତନ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Malkangiri, Malkangiri | Aug 28, 2025
ଆଜି ମାଲକାନଗିରି ଜିଲ୍ଲା ଡୁଡାମେଟା ଧାନ ମଣ୍ଡିରେ ବିଜେପି ପକ୍ଷରୁ ନୂତନ ପୋଟରେଲ ମଣ୍ଡଳ କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲା ଉପସଭାପତି ସୁବାସ ପଡ଼ିଆମି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ମଣ୍ଡଳର ନୂତନ ମଣ୍ଡଳ ସଭାପତି ସମର ବାଛାରଙ୍କ ନାମ ଘୋଷଣା କରିଥିବା ବେଳେ ମଣ୍ଡଳ ସ୍ତରୀୟ ସମସ୍ତ ପଦପଦବୀ ଘୋଷଣା କରାଯଇଥିବା ବେଳେ ନୂତନ ମଣ୍ଡଳ କମିଟିର ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
Read More News
T & CPrivacy PolicyContact Us