Download Now Banner

This browser does not support the video element.

ବଲାଙ୍ଗୀର: ଶିକାଛିଡାରେ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୃହ ଉଦ୍‌ଘାଟନ କଲେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର

Balangir, Balangir | Sep 11, 2025
ବଲାଙ୍ଗୀର ଶିକାଛିଡା ପଂଚାୟତରେ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୃହର ଉଦ୍‌ଘାଟନ କରିଥିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର। ସେ କହିଥିଲେ, ଏକତା, ଶୃଙ୍ଖଳା ଓ ଶିକ୍ଷାରେ ଗୁରୁତ୍ୱ ଦିଆଗଲେ ଅଂଚଳର ସମଗ୍ର ବିକାଶ ସମ୍ଭବ। ଧାନକିଣା କେନ୍ଦ୍ର ଅଭାବ, ପାଣି, ବିଜୁଳି ଓ ଶିକ୍ଷା ସମସ୍ୟା ବିଷୟରେ ସ୍ଥାନୀୟଙ୍କ ସହ ସେ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us