This browser does not support the video element.
ବଲାଙ୍ଗୀର: ବଡ଼ ମାଲ ଫାଣ୍ଡି ଭିତରେ ଗୁଣ୍ଡାଗିରି ଭିଡିଓ ଭାଇରଲ, ରମେଶ ବସ୍ତିଆ ଗିରଫ #viral
Balangir, Balangir | Sep 4, 2025
ଫାଣ୍ଡି ଭିତରେ ଗୁଣ୍ଡାଗିରି....ରମେଶ ବସ୍ତିଆ ଗିରଫ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଫାଣ୍ଡି ଭିତରେ ଗୁଣ୍ଡାଗିରି ଘଟଣା | ଆଜି ପୂରଭାହ୍ନ 11ଟା ସମୟରେ ଭାଇରଲ ଏକ୍ସକ୍ଲୁସିଭ ଭିଜୁଆଲ | ଥାନା ଭିତରର ସି. ସି. କ୍ୟାମେରାରେ କଏଦ ହୋଇଛି, ଗୁଣ୍ଡା ରମେଶ ବସ୍ତିଆ ଓ ସହଯୋଗୀ ମାନଙ୍କ ଦାଦାଗିରିର ଦୃଶ୍ୟ | କିଛି ସମୟର ବଚସା ପରେ, ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ କରୁଛି ରମେଶ ବସ୍ତିଆ | ଆକ୍ରମଣ କରିବା ପରେ ଥାନା ବାହାରେ ଓ ଭିତରେ ପୋଲିସକୁ ଗାଳିଗୁଲଜ କରି, ଫେରାର ମାରିଥିଲା ରମେଶ ବସ୍ତିଆ | ଖବର ପ୍ରସାରଣ ପରେ ମାମଲା ରୁଜୁ କରି ରମେଶ ବସ୍ତିଆକୁ ଗିରଫ କରିଛି ସଇଁତଳା ପୋଲିସ |