This browser does not support the video element.
କେଗାଁଓ: ବିଳମ୍ବିତ ରାତ୍ରିରେ ଡୁଡକେଲ ଗ୍ରାମରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଯୋଗଦେଲେ ବ୍ଲକ ଅଧକ୍ଷ
Kegaon, Kalahandi | Sep 8, 2025
ଗତକାଲି 7ତାରିଖ ରବିବାର ରାତ୍ରି 10ଟାରୁ ଆଜି ସକାଳ 6ଟା ଯାଏ ଡୁଡୁକେଲ ଗାଁ ଯୁବକ ସଂଘ ତରଫରୁ ନୁଆଁଖାଇ ଭେଟ ଘାଟ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦାନ ଦେଇଥିବାବେଳେ, ସମ୍ମାନିତ ଅତିଥି ଭଵେ ମାନଝରି ଗ୍ରା. ପ ର ସରପଞ୍ଚ ଜଗୁଜୀବନ ଅଘରିଆ, ଗାଁ ଗଣା ଲାଲସାଏ ମହାନନ୍ଦ, ଝାଙ୍କର ରତନ ଭୋଇ, ଗହନ୍ତିଆ , ନାଏବ ସରପଞ୍ଚ ଙ୍କ ପ୍ରତିନିଧି ରଜନୀ ଭାଟି, ଓ ବହୁବ୍ୟକ୍ତି ଉପସ୍ଥିତ ଥିଲେ