Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଖୋଜାପଲ୍ଲୀର ବାମଦେବ ବିଶୋୟୀଙ୍କ ମାତୃ ବିୟୋଗ, ସମବେଦନା ଜଣାଇଲେ ବିଧାୟକ

Kabisuryanagar, Ganjam | Aug 9, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଖୋଜାପଲ୍ଲୀ ଗ୍ରାମର ବାମ ଦେବ ବିଷୋୟୀଙ୍କ ମାତୃ ଙ୍କ ବିୟୋଗ ଘଟିଛି । ଖବର ପାଇ କବିସୂର୍ଯ୍ୟନଗର ବିଧାୟକ ଶନିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ବାମଦେବଙ୍କ ଖୋଜାପଲ୍ଲୀ ସ୍ଥିତ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମୃତ ଆତ୍ମାର ସଦଗତି କାମନା କରିବା ସହ ଠାକୁର ଙ୍କ ନିକଟରେ ପ୍ରାଥନା କରିଛନ୍ତି ।
Read More News
T & CPrivacy PolicyContact Us