This browser does not support the video element.
ବାଲିଗୁଡା: କଟଗଡ ଠାରେ ବ୍କକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ଅନୁଷ୍ଠିତ
Baliguda, Kandhamal | Aug 25, 2025
କଟଗଡ ଠାରେ ବ୍କକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାଯ୍ୟକ୍ରମ ସମବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ଦିନ ଗଟାଏ ପଯ୍ୟନ୍ତ ଚାଲୁ ରହିଥିଲା, ଏହି କାଯ୍ୟକ୍ରମ ରେ କନ୍ଧମାଳ ଜଲ୍ଲାପାଳ ବେଦ ଭୁଷଣ, SP ହରିଶ ବିଶି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣିତା ଦାସ, SDPO ରମେନ୍ଦ୍ର ପ୍ରସାଦ, PD ସମ୍ଭୂନାଥ ନନ୍ଦି, ITDAPA କୣପାସିନ୍ଧୁ ବେହେରା,ବ୍ଲକ ଚେୟାରମ୍ୟାନ ଯଗ ଦେଇଛନ୍ତି, ଏହି ଅଭିଯୋଗ ଶୁଣାଣି ରେ 83ଟି ଅଭିଯୋଗ ଶୁଣାଣି ହଇଥିବା ବେଳେ ବ୍ୟକ୍ତିଗତ 49ଏବଂ ଗଷ୍ଠିଗତ 34ଟି ଅଭିଯୋଗ ରହିଥିବା ନେଇ ସୁଚନା ମିଳିଛି