Download Now Banner

This browser does not support the video element.

ଯଶିପୁର: ରରୁଆଁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

Jashipur, Mayurbhanj | Jun 12, 2025
ମୟୂରଭଞ୍ଜ ଜିଲ୍ଲାର  ରରୁଆଁ କଲ୍ୟାଣ ମଣ୍ଡପ  ଆଜି ଦିବା 12 ଘଟିକା ସମୟରେ ବ୍ଲକ୍ ସ୍ତରୀୟ ସୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ,ସି ଡି ପି ଅ ଯୋଗ ଦେଇଥିଲେ।।ଏହି କାର୍ଯ୍ୟକ୍ରମରେ ଓଡିଆ ଘର ର ହଜି ଯାଉଥିବା  ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି କରି ସମସ୍ଥ ଅତିଥି ମାନଙ୍କୁ  ଦିଆ ଯାଇଥିଲା।
Read More News
T & CPrivacy PolicyContact Us