Download Now Banner

This browser does not support the video element.

ପାଲଲହଡା: ଭାଲିଆବେଡ଼ା ଗ୍ରାମରେ ପିଲା ଚୋରି ସନ୍ଦେହରେ ନଅ ଅଣଓଡ଼ିଆ ଠକ ସାଧୁ ବାବା ଥାନାରେ ଅଟକ

Palalahada, Angul | Sep 9, 2025
ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡା ଗାଁର ଜୈନିକ ୧୦ ବର୍ଷର ବାଳକ ମଙ୍ଗଳବାର ସକାଳ ୧୦ଟା ବେଳେ ତାର ୨ ଜଣ ସାଙ୍ଗଙ୍କ ସହିତ ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିଲେ । ଅର୍କିଳରୁ ଭାଲିଆବେଡା ଅଭିମୁଖେ ୨ ଟି କାରରେ ଆସି ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିବା ସୁମନ୍ତ ସାହୁଙ୍କ ପୁଅକୁ ହଠାତ କାରରେ ଉଠାଇ ନେବାବେଳେ ନାବାଳକଟି କାନ୍ଦି ଚିତ୍କାର କରିବାରୁ ସାଥୀ ପିଲା ଓ ଗ୍ରାମର ଲୋକମାନେ ଗାଡ଼ି ଦୁଇଟିକୁ ପିଛା କରି ନଅ ଜଣ ଠକ ସାଧୁ ବାବାଙ୍କୁ ରେଙ୍ଗାଳୀ ଥାନାର ଜିମା ଦେଇଥିଲେ ।
Read More News
T & CPrivacy PolicyContact Us