Download Now Banner

This browser does not support the video element.

ଜୟପୁର: ଜୟପୁର ପୌର ସଭାଗୃହ ରେ ଦଶହରା ପାଳନ ନେଇ ପ୍ରସ୍ତୁତି ବୈଠକ, ବିଧାୟକ ଓ ଏସ ଡି ପି ଓ ଦେଲେ ସୂଚନା

Jeypore, Koraput | Sep 13, 2025
ଚଳିତ ବର୍ଷ ଜୟପୁର ଠାରେ ଦୂର୍ଗା ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଧାୟକ, ଶ୍ରୀ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆଜି ସଂନ୍ଧ୍ୟା 6ଟାରେ ପୌରପାଳିକା କାର୍ଯ୍ୟ।ଳୟର ଅନୁଷ୍ଠିତ ହୋଇଛି ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ଉପଜିଲ୍ଲାପାଳ ଅକାବରମ ସସ୍ୟା ରେଡ୍ଡୀ, ଏସ ଡି ପି ଓ ପାର୍ଥ ଜଗଦୀଶ କାଶ୍ୟପ, ତହସିଲଦାର ସବ୍ୟସାଚୀ ଜେନା, ଜୟପୁର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ l
Read More News
T & CPrivacy PolicyContact Us