Install App
sukindakhabar
This browser does not support the video element.
ସୁକିନ୍ଦା: ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଠାବ, କଳିଙ୍ଗନଗର ପୋଲିସ ଦ୍ଵାରା ତିନି ଗିରଫ
Sukinda, Jajpur | Sep 2, 2025
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର କରୁଥିବା ତିନିଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରିବା ସହ ଏକ ବୋଲେରୋ ଗାଡି ଜବତ କରିଥିବା ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!