Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ କୋର୍ଟ ପରିସର ରେ ଥିବା ସ୍ଵତନ୍ତ୍ର କକ୍ଷ ରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଦେହାନ୍ତରେ ଶୋକ ସଭା ଅନୁଷ୍ଠିତ

Koraput Town, Koraput | Oct 8, 2025
କୋରାପୁଟ.... ଆଜି କୋରାପୁଟ କୋର୍ଟ ପରିସରରେ ଥିବା ସ୍ଵତନ୍ତ୍ର କକ୍ଷ ରେ Berhampur ବରିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଦେହାନ୍ତ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏବଂ ଦୁଇ ମିନିଟ ପାଇଁ ନୀରବ ପର୍ଥାନା କରଯାଇ ଥିଲା । ଆଜିର ଏଇ କର୍ଯ୍ୟକ୍ରମ ରେ ଓକିଲ ସଙ୍ଘ ର ସଭାପତି ପ୍ରଭାତ ମହାପାତ୍ର.. ରୂପକ ତୁରୁକ୍.. କୃଷ୍ଣ ସଂ.. ବିବେକ ରଞ୍ଜନ ସେଟୀ ...ଏବଂ ଅନ୍ୟ ଓକିଲ ବନ୍ଧୁ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us